ଦିନ ଥିଲା ନିଜର ପ୍ରିୟଜନଙ୍କୁ ବାର୍ତାଟିଏ ପଠାଇବାର ମାଧ୍ୟମ ଥିଲା ଚିଠି। ଆଉ ଏ ମାଧ୍ୟମର ପ୍ରାଣକେନ୍ଦ୍ର ସାଜିଥାଏ ଚିଠି ବାକ୍ସଟିଏ। କୌଣସି ଖବର ହେଉ ଅବା କୌଣସି ସରକାରୀ କାର୍ଯ୍ୟ ଚିଠିର ଆବଶ୍ୟକତା ବେଶ ଗୁରୁତ୍ବ ବହନ କରୁଥିଲା। ଦୁଇ ଦଶଦ୍ଧି ପୂର୍ବରୁ ଲୋକଙ୍କ ବାର୍ତ ଆଦାନପ୍ରଦାନର ମାଧ୍ୟମ ଥିଲା ଏହି ଡାକସେବା । କିନ୍ତୁ ଏବେ ଏହା ହୋଇଯାଇଛି ଅଲୋଡା।
#jajpur #PostalService #PostBox #hangingwall #History #ParameswarBeuria #Odisha #ArgusNews